ସାର୍ବଜନୀନ ବିଜ୍ଞପ୍ତି ଅଧୀନରେ ଘୋଷଣା |
ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ,
ମୁଁ, ଦେବେନ୍ଦ୍ର ମହାପାତ୍ର, ଗ୍ରାମ ଗୋବିନ୍ଦତୋଳା ପୋଷ୍ଟ: ଧନୁପାଲି, ଜିଲ୍ଲା ସମ୍ବଲପୁର -୭୫୬00୫, ଓଡିଶା, ମୁଁ ଘୋଷଣା କରେ ଯେ ସଂଲଗ୍ନ ଫର୍ମାଟ୍-ସି 1 ଅନୁଯାୟୀ ଆଜି ପର୍ଯ୍ୟନ୍ତ ମୋ ନାମରେ ତାଲିକାଭୁକ୍ତ ଅପରାଧିକ ମାମଲା ରହିଛି।
ତେଣୁ, ସର୍ବସାଧାରଣଙ୍କ ଗୋଚାର୍ଥେ ଜଣାଏ କି
ମୁଁ, ଦେବେନ୍ଦ୍ର ମହାପାତ୍ର,ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରଥି ରୂପେ
ଓଡ଼ିଶାର ବିଧାନସଭା ପାଇଁ , ରେଢାଖୋଲ ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚନ ଲଢ଼ୁଛି l